25.1 C
Bhubaneswar
Saturday, February 7, 2026
Homeଓଡିଶାଗୃହ ଅପବିତ୍ର ଯୋଗୁଁ ଗଙ୍ଗା ପାଣି ଛିଞ୍ଚିଲୁ କହିଛନ୍ତି ଅରୁଣ ସାହୁ - ଅରୁଣ ସାହୁ

ଗୃହ ଅପବିତ୍ର ଯୋଗୁଁ ଗଙ୍ଗା ପାଣି ଛିଞ୍ଚିଲୁ କହିଛନ୍ତି ଅରୁଣ ସାହୁ – ଅରୁଣ ସାହୁ

ଭୁବନେଶ୍ୱର: ଗଙ୍ଗାଜଳ ନେଇ ଗୃହରେ ପଶିଲେ ବିଜେଡି । ବିଧାନସଭାରେ କେବେ ପୁଲିସ ପଶିନଥିଲା । ଗଙ୍ଗାଜଳ ନେଇ ଗୃହରେ ପଶିଲେ ବିଜେଡି । ବିଧାନସଭା ବାହାରେ ମଧ୍ୟ ବିଜେଡି ଗଙ୍ଗାଜଳ ଛିଞ୍ଚିଛି  । ବିଧାନସଭାରେ ପୂର୍ୱରୁ କେବେ ଏଘଟଣା ଘଟିନି । ଗୃହ ଅପବିତ୍ର ଯୋଗୁଁ ଗଙ୍ଗା ପାଣି ଛିଞ୍ଚିଲୁ  କହିଛନ୍ତି ଅରୁଣ ସାହୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking