28.1 C
Bhubaneswar
Monday, July 1, 2024
Homeଦେଶ ବିଦେଶନଦୀରେ ଭାସିଗଲା ସେନା ଟ୍ୟାଙ୍କ୍‌

ନଦୀରେ ଭାସିଗଲା ସେନା ଟ୍ୟାଙ୍କ୍‌

ଲଦାଖ : ଲଦାଖରେ ସେନାର ଟ୍ୟାଙ୍କ୍ ଅଭ୍ୟାସ ବେଳେ ଅଘଟଣ । ନଦୀ ପାର ବେଳେ ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କ୍ ଭାସିଗଲା । ନଦୀରେ ଅଧିକ ପାଣି ଆସିବାରୁ ଭାସିଗଲା ସେନା ଟ୍ୟାଙ୍କ୍ । ତେବେ ଟ୍ୟାଙ୍କରେ ୫ ଜଣ ସେନା କର୍ମଚାରୀ ଥିଲେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି । ଟ୍ୟାଙ୍କରେ ଥିଲେ ଜଣେ ଜେସିଓ ଓ ୪ ଜଣ ଯବାନ । ତେବେ ବଢି ପାଣିରେ ୫ ଜଣ ଯବାନ ଭାସି ଯାଇଥିବା ସୂଚନା । ଜଣେ ଉଦ୍ଧାର ହୋଇଛନ୍ତି ଓ ୪ ଜଣଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking