19.1 C
Bhubaneswar
Sunday, November 24, 2024
Homeଓଡିଶାକଣ ଆପଣଙ୍କ ନଖ ହଳଦିଆ ଦେଖାଯାଉଛି କି, ଜାଣନ୍ତୁ କାହିଁକିି ?

କଣ ଆପଣଙ୍କ ନଖ ହଳଦିଆ ଦେଖାଯାଉଛି କି, ଜାଣନ୍ତୁ କାହିଁକିି ?

ବ୍ୟୁରୋ : ନଖ ହଳଦିଆ ପଡିବାର କାରଣ କଣ ହୋଇପାରେ । ମହିଳା ହୁଅନ୍ତୁ କିମ୍ବା ପୁରୁଷ କେତେଜଣଙ୍କ ନଖ ହଳଦିଆ ପଡିଯାଇଥାଏ । ଏବଂ ବିଶେଶ କରି ମହିଳାମାନେ  ନିଜ ଶରୀରର ଯତ୍ନ ନେବା ସହ ନଖର ଦାୟିତ୍ୱ ନେଇଥାନ୍ତି । ଯଦି ନଖ ଧିରେ ଧିରେ ହଳଦିଆ ପଡିଯାଏ ଏହା ଚିନ୍ତାର ବିଷୟ ପାଲଟିଯାଏ ।  ତେବେ ଏହା କେଉଁଥି ପାଇଁ ହୋଇଥାଏ ଆସନ୍ତୁ ଜାଣିବା । କୌଣସି ଭିଟାମିନର ଅଭାବ ହେଲେ , ଚର୍ମରେ ଧୂସର  ପସିଲେ ନଖ ଧୀରେ ଧୀରେ ଦୁର୍ବଳ ପଡି ହଳଦିଆ ଦେଖାଯାଇଥାଏ । ନଖ ଦୁର୍ୱଳତା ପଛରେ ଭିଟାମିନ ବି-୧୨  ଥାଇପାରେ  । ଏବଂ ଭିଟାମିନ ଇ ଏବଂ ବାୟୋଟିନ ଯଥା ଭିଟାମିନ ବି୭ର ଅଭାବ ହେତୁ ନଖ ହଳଦିଆ ଦେଖାଯାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀରର ଅନେକ ଅଙ୍ଗ ପାଇଁ ଜରୁରୀ । ଯଜି ଭିଟାମିନ ବି -୧୨ ପରିମାଣ  କମିଯାଏ ତେବେ ନଖ ହଳଦିଆ ଦେଖାଯାଏ ।  କେବଳ ଏତିକି ନୁହେଁ ବେଳେ ବେଳେ ନଖ ଧାରରେ ଫାଟ ଦେଖାଯାଏ । ଏପରିସ୍ଥିତିରେ ଭିଟାମିନ ବି ୧୨ ଖାଇବା ଉଚିତ । ଭିଟାମିନ ବି ୧୨ ହେମୋଗ୍ଲୋବିନ ତିଆରି କରିବାରେ ସାହାର୍ଯ୍ୟ କରେ ।  ଯେଉଁଥିପାଇଁ ଆମ ଶରୀର  ଅମ୍ଳଜାନ ପାଇଥାଏ ।  ଯଦି ଏହା କମ ଥାଏ ରକ୍ତ ହୀନତା ଦେଖାଯାଏ । ଏହା ସହ ଏହାର ପ୍ରଭାବ କେଶ ଓ ନଖ ଉପରେ ପଡିଥାଏ । ଭିଟାମିନ  ବି୧୨କୁ ଦୂର କରିବା ପାଇଁ  ଖାଦ୍ୟରେ  ମାଛ, ମାଂସ ,କ୍ଷୀର କଦଳୀ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking