19.1 C
Bhubaneswar
Monday, December 8, 2025
Homeଓଡିଶାଆପଣଙ୍କ ଶରୀରରେ ଏହି ୫ଟି ଲକ୍ଷଣ ଦେଖାଯାଉଛି କି ?

ଆପଣଙ୍କ ଶରୀରରେ ଏହି ୫ଟି ଲକ୍ଷଣ ଦେଖାଯାଉଛି କି ?

ଭୁବନେଶ୍ୱର: ଶରୀରରେ କୌଣସି ପ୍ରକାର ଅପ୍ରିୀତିକର ଲକ୍ଷଣ ଦେଖାଗଲେ ସାଙ୍ଗେ ଡାକ୍ତରଖାନା ଯିବା ଆବଶ୍ୟକ ।  କେବଳ ଏହି ଛୋଟ ସମସ୍ୟା ଶରୀର ପାଇଁ ଘାତକ ସାଜିପାରେ ।  ଯେତେବେଳେ ଆମ ପେଟ ଫୁଲିକି ରହିବା,   ଭୋକ ନଲାଗିବା ଏହି ସବୁ ଛୋଟ ଛୋଟ ଲକ୍ଷଣ  ଶରୀର ପାଇଁ ବିପଦ ସାଜିପାରେ ।  ଯଦି ଆପଣଙ୍କ  ପେଟର ଡାହାଣ ପାଶ୍ୱର୍ରେ ଥିବା ପଞ୍ଜରା ତଳକୁ  ଯନ୍ତ୍ରଣା ଅନୁଭବ କରୁଛନ୍ତି,  ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ସମସ୍ୟା ଫ୍ୟାଟି ଲିଭର ଆଡକୁ ବଢିଥାଏ ।  ଯଦି ଆପଣଙ୍କର ଲଗାତାର ବାନ୍ତି ହେଉଛି ,  ଯକୃତ  ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଅଧିକ ତେଲିଆ , ଚର୍ୱି ଯୁକ୍ତ ଖାଦ୍ୟ ଖାଇବା ପରେ ଏହି ସବୁ ସମସ୍ୟା ଦେଖାଦେଇଥାଏ । ପେଟ ହଠାତ ଫୁଲିବା,  ଗୋଡ ଫୁଲିବା ଏହା ଯକୃତ ରୋଗର ଏକ ଅଂଶ ।  ଯଦି ପାଚନ ସମସ୍ୟାରେ ଦୀର୍ଘ ଦିନ ଧରି ପୀଡିତ ରହୁଛନ୍ତି,   ଏହାକୁ ହାଲୁକା ଭାବରେ ନନେଇ  ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking