20.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶମହିଳାମାନେ  ଇସଲାମରେ ବିକ୍ରି ହେଉଛନ୍ତି କି ? ଭିଡିଓ ଭାଇରାଲ

ମହିଳାମାନେ  ଇସଲାମରେ ବିକ୍ରି ହେଉଛନ୍ତି କି ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ମୁସଲମାନ ମହିଳାମାନେ ଇସଲାମରେ ବିକ୍ରି  ହୋଇଥିବା ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି  ।  ଭାଇରାଲ ଭିଡିଓରେ  କିଛି ମହିଳା  ଶିକୁଳିରେ ବନ୍ଧା ହୋଇଥିବା  ଦେଖିବାକୁ ମିଳିଛିା ଏବଂ ଜଣେ  ପୁରୁଷ ସେମାନଙ୍କର ବୁର୍ଖା ଉଠାଇ ସେମାନଙ୍କ  ମୁହଁକୁ ଚାହୁଁଛନ୍ତି । ଉପଭୋକ୍‌ତାମାନେ ଏହି ଭିଡିଓ  ଇସଲାମରେ  ମହିଳା ବିକ୍ରୟ  ଏକ ସାଧାରଣ କଥା ବୋଲି ଦାବି କରିଥିଲେ । ସୋସିଆଲ ମିଡିଆରେ ମୁସଲମାନ ମହିଳା ବିକ୍ରୟ ବିଷୟରେ ଦାବି ମିଥ୍ୟା ପ୍ରମାଣିତ ହୋଇଛି ।  ବାସ୍ତବରେ  ଭାଇରାଲ ଭିଡିଓରେ  ଯାହା ଦେଖାଯାଉଛି ତାହା କେବଳ  ଏକ  ବର୍ଷ ପୂର୍ୱରୁ ସୁଟିଂ  କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking