24.1 C
Bhubaneswar
Friday, February 6, 2026
Homeଓଡିଶାଆରଜିକର ମାମଲା :  ହାଇକୋର୍ଟରେ  ଗୋଟିଏ ମାମଲାକୁ ନେଇ ଦୁଇ ପକ୍ଷ

ଆରଜିକର ମାମଲା :  ହାଇକୋର୍ଟରେ  ଗୋଟିଏ ମାମଲାକୁ ନେଇ ଦୁଇ ପକ୍ଷ

କୋଲକତା : ପୁଣି ଥରେ କୋର୍ଟରେ ଆରଜିକର ହତ୍ୟା ଓ ଦୁଷ୍କର୍ମ ମାମଲା । କୋଲକାତା ହାଇକୋର୍ଟରେ ପୁଣି ଆବେଦନ । ହାଇକୋର୍ଟରେ  ଗୋଟିଏ ମାମଲାକୁ ନେଇ ଦୁଇ ପକ୍ଷ । ସିବିଆଇ ଓ ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ନିମ୍ନ କୋର୍ଟଙ୍କ ରାୟକୁ ଖାରଜ କରି ଫାଶୀ ଦେବାକୁ ଆବେଦନ କରିଛନ୍ତି । ଦୋଷୀ  ସଞ୍ଜୟ ରାୟଙ୍କୁ ଫାଶୀ ଦେବାକୁ ଆବେଦନ କରିଛି ସିବିଆଇ । ସମାନ ଆବେଦନ କରିଛି ପଶ୍ଚିମବଙ୍ଗ ସରକାର । ଅଭୟା  ଦୁଷ୍କର୍ମ ମାମଲାରେ ସଞ୍ଜୟ ରାୟକୁ ହୋଇଛି ଆଜୀବନ ଜେଲ ଦଣ୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking