30.1 C
Bhubaneswar
Wednesday, June 4, 2025
Homeଓଡିଶାବଢିବ +୩ ଆବେଦନ ଅବଧି

ବଢିବ +୩ ଆବେଦନ ଅବଧି

ଭୁବନେଶ୍ୱର: ବଢିବ +୩ ପାଇଁ  ନାମଲେଖା ଆବେଦନ ଅବଧି । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜଙ୍କ ସହ କଥାହେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା ଚାଲିଛି । ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏପଟେ ଦିନେ ଦୁଇ ଦିନ ଭିତରେ +୨ ପରୀକ୍ଷା ଫଳ ଆସିବ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସରୁଛି +୩ ଆବେଦନର ଶେଷ ତାରିଖ ।  ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆବେଦନ ମୟ ସୀମା ବୃଦ୍ଧି ନେଇ ଆଲୋଚନା ଚାଲିଛି । ସୂଚନା ଥାଉକି ,  ରାଜ୍ୟରେ ଚଳିତ ବର୍ଷ ମୋଟ ମୋଟ ୩ ଲକ୍ଷ  ୯୩ ହଜାର ୬୧୮ ଜଣ  ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking