ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନ । ଏନଇପି -୨୦୨୦ ଆଧାରରେ ହେବ ୨୦୨୫ -୨୬ ପାଇଁ ନାମଲେଖା । ଛାତ୍ରଛାତ୍ରୀ ଏସଏମଏମ (ସାମ) ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ । ଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ ।