27.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶଆଉ ଅଢେଇ ଟନର ବିସ୍ଫୋରକ ଜବତ

ଆଉ ଅଢେଇ ଟନର ବିସ୍ଫୋରକ ଜବତ

ରାଞ୍ଚି: କୋଇଡାରେ ସର୍ଚ୍ଚ ଅପରେସନ ବେଳେ ଆଉ ଅଢେଇ ଟନର ବିସ୍ଫୋରକ ଜବତ ହୋଇଛି ।  ଝାଡଖଣ୍ଡ , ଜରେଇକେଲା ଥାନା ତିରିଲପୋଷ ଜଙ୍ଗଲରୁ ଜବତ ହୋଇଛି ।  କୋବ୍ରା , ବାଟାଲିୟନ , ସିଆରପିଏଫ ଓ ଏସଓଜି ଜଙ୍ଗଲରେ  ଯବାନଙ୍କ ଦ୍ୱାରା ଜବତ ହୋଇଛି । ମାଟି ତଳେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ପୋତିବାକୁ ଯୋଜନା କରିଥିଲେ । ସୂଚନା ମିଳିଛି , ନିକଟରେ ମାଓବାଦୀ ୪  ଟନ ବିସ୍ଫୋରକ ଲୁଟ  କରିଥିଲେ ।  ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ସୂଚନା ଥାଉକି , ଗତ କିଛିଦିନ ତଳେ ବିସ୍ଫୋରକ ଲୁଟର ୭୦ ପ୍ରତିଶତ ସାମଗ୍ରୀ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking