23.1 C
Bhubaneswar
Sunday, December 21, 2025
Homeଓଡିଶାଆଉ ଜଣେ ଯବାନ ସହିଦ

ଆଉ ଜଣେ ଯବାନ ସହିଦ

ମାଲକାନଗିରି: ଏନକାଉଣ୍ଟର ବେଳେ ଗୁରୁତର ଥିବା  ଯବାନ ସହିଦ ହୋଇଛନ୍ତି । ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି । ଛତିଶଗଡ ଅବୁଝମାଡ ଜଙ୍ଗଲରେ  ଏନକାଉଣ୍ଟର ହୋଇଥିଲା । ଘଟଣାସ୍ଥଳରେ ଜଣେ ସହିଦ ହୋଇଥିଲେ ଆଉ ଜଣେ ଗୁରୁତର ଥିଲେ । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ ।   ଏନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା  ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking