16.1 C
Bhubaneswar
Tuesday, December 9, 2025
Homeଓଡିଶାପୁଣି ଫୁଟିଲା ଗୁଳି: ଘରୁ ଡାକି ଆଣି ଯୁବକଙ୍କୁ ଗୁଳିମାଡ଼

ପୁଣି ଫୁଟିଲା ଗୁଳି: ଘରୁ ଡାକି ଆଣି ଯୁବକଙ୍କୁ ଗୁଳିମାଡ଼

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି । ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଘରୁ ଡାକି ଆଣି ଯୁବକଙ୍କୁ ଗୁଳିମାଡ଼  ।  ଏସ୍ ରୁନା ଆଚାରୀ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ଆଣି ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ  ।  ତାଙ୍କ ବାମ କାନ୍ଧରେ ଗୁଳି ବାଜିଛି ।  ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି  ।  ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି  ।   ବ୍ୟକ୍ତିଗତ ଶତ୍ରୁତାରୁ ଯୁବକଙ୍କୁ ଗୁଳି ମାଡ଼ କରାଯାଇଥିବା ଜଣାପଡିଛି ।  ବଡ଼ବଜାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking