15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆମେରିକାରେ ପୁଣି ବିମାନ ଦୁର୍ଘଟଣା : ୬ ମୃତ

ଆମେରିକାରେ ପୁଣି ବିମାନ ଦୁର୍ଘଟଣା : ୬ ମୃତ

ଓ୍ବାଂଶିଂଟନ୍ : ଆମେରିକାରେ ପୁଣି ବିମାନ ଦୁର୍ଘଟଣା। ଫିଲାଡେଲଫିଆରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡାଣ ଭରିବାର ୩୦ ମିନିଟ ପରେ ଏଭଳି ଅଘଟଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା ଘଟିଥିଲା। ଏଥିରେ ୬୭ ଜଣଙ୍କ ଜୀବନ ଯାଇଥିଲା। ଏକ ସପିଂ ମଲ୍ ନିକଟରେ ଏହି ଅଘଟଣ ଘଟିଥିଲା। ବିମାନଟି ନର୍ଥ-ଇଷ୍ଟ ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିଥିଲା। ଟେକ୍ ଅଫ୍ କରିବାର ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା। ଅନେକ ବିଲ୍ଡିଂରେ ନିଆଁ ଲାଗିଯିବାର ସହ ପ୍ରାୟ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking