24.2 C
Bhubaneswar
Friday, March 14, 2025
Homeଦେଶ ବିଦେଶପୁଣି ବିମାନ ଦୁର୍ଘଟଣା : ୬ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା  

ପୁଣି ବିମାନ ଦୁର୍ଘଟଣା : ୬ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା  

ନୂଆଦିଲ୍ଲୀ : ଆମେରିକାରେ ପୁଣି ଏକ ଫ୍ଲାଇଟ କ୍ରାସ  ହୋଇଛି । ଛୋଟ ବିମାନ କ୍ରାସ ହେବା ପରେ   ନିଆଁ ଲାଗିଯାଇଥିଲା ।  ଏହି ବିମାନଟି ପେନସିଲଭାନିଆର ଫିଲାଡେଫ୍ଲିଆରେ ଦୁର୍ଘଟଣା ହୋଇଛି    ା ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ।  ତେବେ ସେମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।  ଗତକାଲି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସଂଧ୍ୟା ସମୟରେ  ଏହି  ବିମାନ ଦୁର୍ଘଟଣା ରୁସବେଲ୍ଟ ମାଲ୍ ନିକଟରେ ହୋଇଛି  ।  କ୍ରାସ୍ ହୋଇଥିବା ଫ୍ଲାଇଟ୍ ଲିୟରଜେଟ୍-୫୫ର ଏୟାରକ୍ରଫ୍ଟ ଥିଲା   ।   ଟ୍ୟାକ୍ସି ବିମାନଟି ସ୍ପ୍ରିଂଫିଲ୍ଡ ବ୍ରିଂସନ ନ୍ୟାସନାଲ ଏୟାରପୋର୍ଟରୁ ଯାଉଥିଲା  ।  ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।   ସହରର କିଛି ବିଲ୍ଡିଂ ଉପରେ ପଡ଼ିବା ପରେ ତୁରନ୍ତ ଜଳିଯାଇଥିଲା  ।  ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି  ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking