20.1 C
Bhubaneswar
Sunday, February 8, 2026
Homeଓଡିଶାତେଲେଙ୍ଗାନାରେ ପୁଣି ଓଡିଶା ବସ୍ ଦୁର୍ଘଟଣା

ତେଲେଙ୍ଗାନାରେ ପୁଣି ଓଡିଶା ବସ୍ ଦୁର୍ଘଟଣା

ମାଲକାନଗିରି: ତେଲେଙ୍ଗାନାରେ ପୁଣି ଓଡିଶା ବସ୍ ଦୁର୍ଘଟଣା ଘଟିଛି । କୋନିଜେର୍ଲା ନିକଟରେ ବସ୍ ସହ ଟ୍ରକ୍ ଧକ୍କା ହୋଇଛି । ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ବସ୍‌ଟି ହାଇଦ୍ରାବାଦ୍‌ରୁ ପ୍ରାୟ ୫୦ ଓଡିଆଙ୍କୁ ନେଇ ମାଲକାନଗିରି ଆସୁଥିଲା । କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking