20.1 C
Bhubaneswar
Monday, December 22, 2025
Homeଓଡିଶାପୁଣି ଜବ ଫ୍ରଡ: ୬୨ ଲକ୍ଷ ଟଙ୍କା ଜବତ

ପୁଣି ଜବ ଫ୍ରଡ: ୬୨ ଲକ୍ଷ ଟଙ୍କା ଜବତ

ସମ୍ବଲପୁର: ସରକାରୀ  ସଂସ୍ଥାରେ  ଝାଡୁଦାର ଚାକିରି ପ୍ରଲୋଭନରେ ୨ ଗିରଫ  ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା  ଠକେଇ ଅଭିଯୋଗ ରେ  ଗିରଫ କଲା ବୁର୍ଲା  ପୋଲିସ   ା ସେମାନଙ୍କ ନିକଟରୁ   ପ୍ରାୟ ୬୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରାୟତଃ ସମ୍ବଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ  ଠକେଇ ଅଭିଯୋଗ ଆସିଛି । ଝାଡୁଦାର ଚାକିରି ଦେବା ନାଁରେ ୧୨ ହଜାର  ଲେଖାଏଁ ଆଦାୟ କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking