33.1 C
Bhubaneswar
Wednesday, April 1, 2026
Homeଓଡିଶାଫସଲ ଦେଖି  ଆଖି ବୁଜିଲେ ଆଉ ଜଣେ ଚାଷୀ

ଫସଲ ଦେଖି  ଆଖି ବୁଜିଲେ ଆଉ ଜଣେ ଚାଷୀ

ଭୁବନେଶ୍ୱର : ଉଜୁଡା ଫସଲ  ଦେଖି ଆଖି ବୁଜିଲଲେ ଆଉ ଜଣେ ଚାଷୀ । ବାରଙ୍ଗ ବ୍ଲକ  ଉସୁମା ପଞ୍ଚାୟତ  ସୁମାନଡି ଗାଁରେ  ଚାଷୀଙ୍କ ମୃତ୍ୟୁ ହୋଇଛି ।  ସନ୍ଧ୍ୟାରେ ଫସଲ ଦେଖି  ଘରକୁ ଫେରିଥିଲେ । ହେଲେ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କର  ହୃଦଘାତରେ ମୃତ୍ୟୁ ହୋଇଛି । ପରିବେଶ ଶୋକାକୁଳ ଦେଖାଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking