ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅନୀଲ –ହଂସିତାଙ୍କୁ ଜାମିନ ମିଳିଛି । ଠକେଇ ମାମଲାରେ ଦାମିନ ମଞ୍ଜୁର କଲେ ହାଇକୋର୍ଟ । ୫୦ ହଜାର ଟଙ୍କା ଜାମିନଦାର ବଦଳରେ ଜାମିନ ମିଳିଛି । ଉଭୟଙ୍କ ପାସପୋର୍ଟ ଦାଖଲ କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ।