25.1 C
Bhubaneswar
Wednesday, March 25, 2026
Homeଓଡିଶାଲୋୟର ପିଏମଜିରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କ ଆନ୍ଦୋଳନ

ଲୋୟର ପିଏମଜିରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଅଙ୍ଗନୱାଡି କର୍ମୀ ଏବଂ ସହକର୍ମୀଙ୍କର ୧୧ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ   ବର୍ତ୍ତମାନ ଆନ୍ଦୋଳନ କରୁଛନ୍ତି । ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କର ୯ ହଜାର ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗୱାଡି କର୍ମୀ । ନ୍ୟାସନାଲ ଏଜୁକେସନ ପଲିସି  ଅନୁଯାୟୀ ଶିକ୍ଷୟତ୍ରୀ ଭାବେ  ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅବସରପ୍ରାପ୍ତ  ଅଙ୍ଗନୱାଡି କର୍ମଚାରୀଙ୍କୁ  ଡିସ ଏଙ୍ଗେଜମେଣ୍ଟ ଶବ୍ଦରେ  ଅବସର ଶବ୍ଦ ବ୍ୟବହାର କରିବା ପାଇଁ  ଦାବି କରାଯାଇଛି । ମାସିକ ପେନସନ ୫ ହଜାର   ସହକର୍ମୀଙ୍କୁ ୩ ହଜାର ଟଙ୍କା  ପ୍ରଦାନ ଦାବିରେ   ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking