ଭୁବନେଶ୍ୱର: ବିଦ୍ୟାଳୟ ସହିତ ଅଙ୍ଗବାଡି କେନ୍ଦ୍ର ଯୋଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟକୁ ଆରମ୍ଭ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ସହିତ ଅଙ୍ଗବାଡି କେନ୍ଦ୍ର ଯୋଡିବାକୁ ଦିଲ୍ଲୀରେ ସ୍ୱତନ୍ତ୍ର କାଯ୍ୟକ୍ରମ ଚାଲିଛି । ବିଶ୍ୱବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ମିଶ୍ରଣ ନେଇ ନିର୍ଦ୍ଦେଶାବଳୀ ଶୁଭାରମ୍ଭ ହୋଇଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂଣ୍ଣା ଦେବୀ ସାମିଲ ।










