26.1 C
Bhubaneswar
Tuesday, September 17, 2024
Homeଓଡିଶାପୁଣି ଗୃହ ଘଣ୍ଟାଏ ମୁଲତବି

ପୁଣି ଗୃହ ଘଣ୍ଟାଏ ମୁଲତବି

ଭୁବନେଶ୍ୱର : ସୋମବାର ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ପୁଣି ଉଠିଲା ସୁଭଦ୍ରା ଯୋଜନା ପ୍ରସଙ୍ଗ । ଯାହାକୁ ପାଇଁ ବାଚସ୍ପତି ଗୃହ କାର୍ଯ୍ୟକୁ ପୁଣି ଦିନ ୧ଟା ୫ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ପ୍ରଥମେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟ ସୁଭଦ୍ରା ଯୋଜନାକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ୧୧.୩୦ ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ତେବେ ବିରୋଧୀ ସଦସ୍ୟ ପୁଣି ହଟ୍ଟଗୋଳ କରିବାକୁ ବାଚସ୍ପତିପୁଣି ଦିନ ୧୨ଟା ୫ ଯାଏଁ ମୁଲତବୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking