19.1 C
Bhubaneswar
Sunday, February 15, 2026
Homeଓଡିଶାପୁଣି ଏକ ହାତୀର ମୃତ୍ୟୁ:୫ଦିନରେ ଗଲାଣି ୨ ହାତୀଙ୍କ ଜୀବନ

ପୁଣି ଏକ ହାତୀର ମୃତ୍ୟୁ:୫ଦିନରେ ଗଲାଣି ୨ ହାତୀଙ୍କ ଜୀବନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ । ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମାଧପୁର ରେଞ୍ଜରେ ବାରମ୍ବାର କାହିଁକି ମରୁଛନ୍ତି ହାତୀ?

ଗଲା ୫ ଦିନ ଭିତରେ ୨ଟି ହାତୀ ମଲେଣି, କିନ୍ତୁ ବେଫିକର ବନ ବିଭାଗ ଓ ୫ ଦିନ ତଳେ ଯେଉଁ ଦନ୍ତା ହାତୀଟି ମରିଥିଲା, ତାହା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି, କିନ୍ତୁ ପ୍ରକୃତ କାରଣ ଜଣାପଡିନାହିଁ । ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ବନ ବିଭାଗ କିନ୍ତୁ ସଠିକ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking