24.1 C
Bhubaneswar
Monday, April 6, 2026
Homeଓଡିଶାପୁଣି ମାଈ ହାତୀର ମୃତଦେହ ଉଦ୍ଧାର

ପୁଣି ମାଈ ହାତୀର ମୃତଦେହ ଉଦ୍ଧାର

ବାରିପଦା : ପୁଣି ମାଈ ହାତୀର ମୃତଦେହ ଉଦ୍ଧାର । ଚାଷ ଜମିରୁ ଏକ ମାଈ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । ବାରିପଦା ବନଖଣ୍ଡ ଅଧୀନ ଶିମିଳିପାଳ ଅଭୟାରଣ୍ୟର ବାଲିଆଢ଼ିପା ଗାଁ ନିକଟରୁ ହାତୀର ମୃତଦେହ ମିଳିଛି । ମୃତ ମାଈ ହାତୀର ବୟସ ୩୫ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାରିପଦା ଡିଏଫଓ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଏଥିସହ ହାତୀଟିର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହାତୀଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଘଟିଛି ନା ଅନ୍ୟ କାରଣ ଅଛି ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking