28.1 C
Bhubaneswar
Sunday, September 8, 2024
Homeଓଡିଶାପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା

ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା

ଭଦ୍ରକ : ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା । ରାସ୍ତା କଡରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କରଞ୍ଜମାଳ ପଞ୍ଚାୟତ ରାସ୍ତା କଡରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା କଡରେ ଏକ ଶିଶୁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଏକ ନବଜାତ ଶିଶୁ କନ୍ୟା ବୋଲି ଜଣାପଡିଥିଲା । ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡିଦେଇଯାଇଛି ସେନେଇ କିଛି ସୂଚନା ମିଳିନି । ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking