30.1 C
Bhubaneswar
Tuesday, January 20, 2026
Homeଅପରାଧପୁଣି ୧୧ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ପୁଣି ୧୧ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ରାଉରକେଲା : ପୁଣି ରାଉରକେଲା ସହରରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘର ମାଲିକଙ୍କ ଶଳା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଦିତନଗର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।ଅନ୍ୟପଟେ ଅସୁରକ୍ଷିତ ପାଲଟିଛି ରାଉରକେଲା ସହର? ଦିନକୁ ଦିନ ସହରରେ ଅପରାଧ ବଢିଚାଲିଛି । ଗତ କିଛିଦିନ ଭିତରେ ୨ଟି ସମାନ ଘଟଣା ସାମ୍ନାକୁ ଆସିଥିଲା । ରାଉରକେଲାରେ ଆଇନ ଶୃଙ୍ଖଳାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking