27.1 C
Bhubaneswar
Sunday, June 15, 2025
Homeଓଡିଶାଅଣସେବାୟତଙ୍କ ଉପରେ ରହିଛି କଟକଣା

ଅଣସେବାୟତଙ୍କ ଉପରେ ରହିଛି କଟକଣା

ପୁରୀ: ଅଣସେବାୟତଙ୍କ ଉପରେ ରହିଛି କଟକଣା । ଯେଉଁମାନେ ନିୟମ ମାନିବେନି ସେମାନଙ୍କ ପାଇଁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅରବିନ୍ଦ ପାଢୀଙ୍କ କହିବା ଅନୁଯାୟୀ, ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯଦି କିଛି ବିଶୃଙ୍ଖଳା ଦେଖାଯାଏ ସେମାନଙ୍କ ପାଇଁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆଜି ଦେବୀ ସୁଭଦ୍ରାଙ୍କ ପହଣ୍ଡି ବେଳେ ଅଣସେବାୟତଙ୍କୁ ରଥରେ ଦେଖି ରଥରୁ ଟାଣି ଆଣିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking