28.9 C
Bhubaneswar
Tuesday, April 8, 2025
Homeଓଡିଶାଅଂଶୁଘାତରେ ଟଳିପଡିଲେ ବୃଦ୍ଧ !

ଅଂଶୁଘାତରେ ଟଳିପଡିଲେ ବୃଦ୍ଧ !

ଗଞ୍ଜାମ: ଅସହ୍ୟ ଖରାରେ ଟଳିପଡିଲେ ବୃଦ୍ଧ । ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଫେରିବା ବେଳେ ଘର ଆଗରେ ଚାଲିଗଲା ଜୀବନ । ମୃତକ ହେଉଛନ୍ତି  ଫାସିଡି ଗାଁର ଏମ ରଘୁପାତ୍ର । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ବୃଦ୍ଧଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି ବୋଲି  ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking