28.1 C
Bhubaneswar
Wednesday, June 11, 2025
Homeଓଡିଶା୨୨ରେ ଓଡିଶା ଆସିବେ ଅମିତ ଶାହ

୨୨ରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ଅମିତ ଶାହ । ୨୨ ତାରିଖରେ ଓଡିଶା ଆସିବେ ଗୃହମନ୍ତ୍ରୀ ।  ସୂଚନା ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ । ଏପଟେ ରାଜ୍ୟ ବିଜେପି ସଭାପତି ଚୟନ ଏଯାଏଁ ହୋଇନାହିଁ ।  ଏନେଇ ଘନଘନ ବୈଠକ ବସୁଛି ।  ଏଦୃଷ୍ଟିରୁ ଅମିତ ଶାହ ଓଡିଶା ଆସିବା ଏକ ଗୁରୁତ୍ୱ ବହନ କରୁଛି । କିନ୍ତୁ ଯଦିଓ ବିଭିନ୍ନ ସରକାରୀ କାଯ୍ୟକ୍ରମ  ରହିଛି , ଅନେକ ଗୁଡିଏ ପ୍ରକଳ୍ପର   ଶିଳାନ୍ୟାସ କରିବେ ଅମିତ ଶାହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking