17.1 C
Bhubaneswar
Friday, February 13, 2026
Homeଓଡିଶାଅମରେଶ କର୍ମର ଫଳ ଭୋଗୁଛନ୍ତି: ଅର୍ଚ୍ଚନା

ଅମରେଶ କର୍ମର ଫଳ ଭୋଗୁଛନ୍ତି: ଅର୍ଚ୍ଚନା

ଭୁବନେଶ୍ୱର: ଗିରଫ ଅମରେଶଙ୍କ ଅଭିଯୋଗ ନେଇ ଅର୍ଚ୍ଚନା ନାଗ୍‌ଙ୍କ ପ୍ରତିକ୍ରିୟା। କହିଲେ ମୁଁ ଏହି ଘଟଣା ବିଷୟରେ ଜାଣିନି କି ପୀଡ଼ିତାଙ୍କୁ ଚିହ୍ନି ନାହିଁ। ଏହି ଘଟଣାର ସତ୍ୟାସତ୍ୟ ସିଏ ଜାଣିଥିବେ, ପୀଡ଼ିତା ଜାଣିଥିବେ। ମାତ୍ର ସେ କୁକର୍ମରେ ଜଡ଼ିତ ଥିଲେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି। ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ପ୍ରମାଣିତ କରିଛନ୍ତି। ବିଗତ ଦିନରେ କହୁଥିଲେ ଅର୍ଚ୍ଚନା ନାଗ୍‌ଙ୍କୁ ଜାଣି ନାହାନ୍ତି, ଆଜି ଜାଣିଗଲେ। ଆପଣ କରିଥିବା କର୍ମର ଫଳ ଭୋଗୁଛନ୍ତି, ସୁଧୁରି ଯାଆନ୍ତୁ , ଅପନିନ୍ଦା ଦିଅନ୍ତୁନି।

ଅର୍ଚ୍ଚନା ନାଗ୍ ଫସାଇ ଦେଇଛନ୍ତି: ଅମରେଶ

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking