25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବାୟୁସେନା ମୁଖ୍ୟ ହେଲେ ଅମର ପ୍ରିତ ସିଂ

ବାୟୁସେନା ମୁଖ୍ୟ ହେଲେ ଅମର ପ୍ରିତ ସିଂ

ନୂଆଦିଲ୍ଲୀ : ଅମର ପ୍ରିତ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ ।ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଦିନ ଶ୍ରୀ ସିଂହ ଦାୟିତ୍ୱ ଗ୍ରହଣ କରିବେ ।  ଏବେ ବାୟୁସେନା ଉପମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି ଏୟାର ମାର୍ଶାଲ ଅମର ପ୍ରିତ ସିଂ । ବର୍ତ୍ତମାନର ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ ଆସନ୍ତା ୩୦ ତାରିଖ ଦିନ ଅବସର ଗ୍ରହଣ କରିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking