18.1 C
Bhubaneswar
Wednesday, February 4, 2026
Homeଓଡିଶାଆମ ବସ୍ ଦୁର୍ଘଟଣା: ଅଟୋ ସଂଘର ବିକ୍ଷୋଭ

ଆମ ବସ୍ ଦୁର୍ଘଟଣା: ଅଟୋ ସଂଘର ବିକ୍ଷୋଭ

ଭୁବନେଶ୍ୱର: ରୁପାଲି ଛକରେ ‘ଆମ ବସ୍‌’ ଦୁର୍ଘଟଣାର ପ୍ରତିବାଦ । ଓମ୍‌ଫେଡ୍ ଛକରେ ଆମ ବସ୍‌କୁ ଆଟକାଇଲା ଅଟୋ ସଂଘ । କ୍ରୁଟ୍‌ର ଗାଡକଣ ବସ୍ ଡିପୋ ଆଗରେ ବିକ୍ଷୋଭ କରୁଛନ୍ତି । ଅନଲାଇନ୍ ସ୍ମାର୍ଟ ସ୍ମାର୍ଟ ସିଟି ଅଟୋ ମହାସଂଘର ବିକ୍ଷୋଭ । ଗତକାଲି ଅଟୋକୁ ଧକ୍କା ଦେଇଥିଲା ରୁଟ୍ ନଂ ୩୨ର ‘ଆମ ବସ୍‌’ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking