14.1 C
Bhubaneswar
Saturday, December 27, 2025
Homeଓଡିଶାଅସଦାଚରଣ ଅଭିଯୋଗ : ପୁଲିସ୍ ବାବୁଙ୍କ ବଦଳି

ଅସଦାଚରଣ ଅଭିଯୋଗ : ପୁଲିସ୍ ବାବୁଙ୍କ ବଦଳି

ରାଉଲକେଲା : ରାଉଲକେଲାରେ ପୋଲିସ ଖାକିରେ କଳଙ୍କ । ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ଥାନା ବାବୁଙ୍କୁ ଏସପି ଅଫିସରକୁ ତୁରନ୍ତ ବଦଳି । ଅଶୋକ କୁମାର ଦାସଙ୍କୁ ଏସପି ଅଫିସକୁ ତୁରନ୍ତ ବଦଳି । ମହିଳା ଡିଏସପିଙ୍କ ନେତୃତ୍ୱରେ ତଦନ୍ତ ଜାରି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking