24.1 C
Bhubaneswar
Tuesday, February 24, 2026
Homeଓଡିଶାଡାକ୍ତର ଛାତ୍ରଛାତ୍ରୀଙ୍କୁ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ମାଡ ମାରିଥିବା ଅଭିଯୋଗ

ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ମାଡ ମାରିଥିବା ଅଭିଯୋଗ

ବ୍ରହ୍ମପୁର: କଟକ ବଡ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ  ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି ।  ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ  ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ  ଯୋଗ ଦେବାକୁ କଟକ ବଡ  ମେଡିକାଲ ୧୦୧ ଛାତ୍ରଛାତ୍ରୀ  ଯାଇଥିଲେ ।  ହେଲେ ସେଠାରେ  ସ୍ୱାଗତ ନାଁରେ ସେମାନଙ୍କୁ  ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।   ପିଲାମାନେ ଯାଇଥିଲେ ସେ ବସ ଭାଙ୍ଗି ଦେଇଛନ୍ତି   ଏମକେସିଜି  ଛାତ୍ରଛାତ୍ରୀ । ପ୍ରତିବର୍ଷ ମେଡିକାଲ କଲେଜଗୁଡିକୁ ନେଇ ଆୟୋଜିତ ହୋଇଥାଏ ଏହି ଡ୍ୟୁଟି ମିଟ କାର୍ଯ୍ୟକ୍ରମ  । ଚଳିତବର୍ଷ  ବ୍ରହ୍ମପୁର ମେଡିକାଲ କଲେଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking