ଭୁବନେଶ୍ୱର : ବନ୍ୟା ପ୍ରସଙ୍ଗ : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ମାଲକାନଗିରିରେ ସମସ୍ତ ଜଳଭଣ୍ଡାର ଭରି ରହିଛି । ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି । ହୀରାକୁଦକୁ ୧ ଲକ୍ଷ ୩୦ହଜାର କ୍ୟୁସେକ ଜଳ ପ୍ରବେଶ । ମୁଣ୍ଡଳିରେ ୨ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ । ସୁବର୍ଣ୍ଣରେଖା, ବୁଢାବଳଙ୍ଗ ବିପଦସଂକେତ ତଳେ ।