20.1 C
Bhubaneswar
Thursday, February 12, 2026
Homeଓଡିଶାବଜେଟ ପୂର୍ବରୁ ସର୍ବଦଳୀୟ ବୈଠକ

ବଜେଟ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲିଠୁ  ବିଧାନସଭା  ବଜେଟ ଅଧିବେଶନ  । ଏହା ପୂର୍ବରୁ ଆଜି ବସୁଛି  ସର୍ବଦଳୀୟ ବୈଠକ ।  ବାଚସ୍ପତ୍ତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ , ସଂସଦୀୟ ବ୍ୟପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି ।  ଶାସକ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଅଛନ୍ତି । ବିରୋଧୀ ଦଳ  ମୁଖ୍ୟ ସଚେତକ ଉପସ୍ଥିତ ଅଛନ୍ତି ।  ଏହା ସହିତ କଂଗ୍ରେସ ବିଧାୟକ ଦଳ ନେତା ସାମିଲ ଅଛନ୍ତି ।  ଗୃହ ସୁପରିଚାଳନା ନେଇ ବାଚସ୍ପତି ଆଲୋଚନା କରିଛନ୍ତି ।  ଏଥର ଦୁଇଟି ପର‌୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking