19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଅଜିତ ପାୱାରଙ୍କ ଅସାମୟିକ ନିଧନ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି

ଅଜିତ ପାୱାରଙ୍କ ଅସାମୟିକ ନିଧନ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଶୋକ ବ୍ୟକ୍ତ କରି ରାଷ୍ଟ୍ରପତି ଲେଖିଛନ୍ତି ଯେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାରଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ। ଅଜିତ ପାୱାରଙ୍କ ଅସାମୟିକ ନିଧନ ଅପୂରଣୀୟ କ୍ଷତି । ମହାରାଷ୍ଟ୍ର ବିକାଶରେ ତାଙ୍କର ଭୂମିକା ସବୁବେଳେ ମନେ ରହିବ । ମୁଁ ତାଙ୍କ ପରିବାର, ସମର୍ଥକ ଏବଂ ପ୍ରଶଂସକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାରକୁ ଈଶ୍ୱର ଏହି ଗଭୀର କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ ।

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking