28.1 C
Bhubaneswar
Sunday, September 8, 2024
Homeଓଡିଶାଆଜିର ସୁବିଚାର "

ଆଜିର ସୁବିଚାର “

“ପାଚିଲା ଫଳର ତିନୋଟି ପରିଚୟ ରହିଥାଏ,ତାହା ହେଲା ପ୍ରଥମେ ଏହା ନରମ ହୋଇଥାଏ, ଦ୍ୱିତୀୟଟି ମିଠା ହୋଇଥାଏ ଏବଂ ତୃତୀୟଟି ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ | ସେହିଭଳି, ଜଣେ ଭଲ ପରିପକ୍ୱ ବ୍ୟକ୍ତିଙ୍କର ମଧ୍ୟ ତିନୋଟି ପରିଚୟ ରହିଥାଏ | ପ୍ରଥମେ ତାଙ୍କଠାରେ ନମ୍ରତା, ଦ୍ୱିତୀୟରେ ତାଙ୍କ ଭାଷଣରେ ମଧୁରତା ଏବଂ ତୃତୀୟଟି ହେଉଛି ତାଙ୍କ ମୁହଁରେ ଆତ୍ମବିଶ୍ୱାସର ରଙ୍ଗ !!”*

“ଯେଉଁମାନେ ପୂର୍ବରୁ କେହି କରିଥିବା ଉପକାରକୁ ଭୁଲିଯାଆନ୍ତି, ତେବେ ସେମାନେ ଆଉ କେତେବେଳେ କାମ ପଡ଼ିବା ସମୟରେ ସେହିପରି ଉପକାର ମିଳିପାରେ ନାହିଁ !!”*

“ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଘନିଷ୍ଠ ବନ୍ଧୁ ସହିତ ସମାନ ହେବା ଉଚିତ୍ !!”*

“ସମଗ୍ର ବିଶ୍ୱ ଜିତିବା ପରେ ମଧ୍ୟ, ଯଦି ତୁମେ ତୁମର ପିତାମାତାଙ୍କ ହୃଦୟ ଜିତିପାରି ନାହିଁ, ତେବେ ସେହି ବିଜୟ ମଧ୍ୟ ଏକ ପରାଜୟ ପରି !!”*

“ଯଦି ଆମେ ଏକ ସ୍ୱତନ୍ତ୍ର ଆତ୍ମା ହେବାକୁ ଚାହୁଁ, ତେବେ ଆମର ପ୍ରତ୍ୟେକ କାର୍ଯ୍ୟ ମଧ୍ୟ ସ୍ୱତନ୍ତ୍ର ହେବା ଉଚିତ୍ !!”*

“ମୌନ ବ୍ରତ ହେଉଛି ଏକ ଯାତ୍ରା ଯାହା ଆମ ମନକୁ ଶବ୍ଦରୁ ଶାନ୍ତି, ଅନ୍ଧକାରରୁ ଆଲୋକ ଏବଂ ଅଜ୍ଞତା ଠାରୁ ଜ୍ଞାନ ପର୍ଯ୍ୟନ୍ତ ନେଇଥାଏ !!”*

“ଆରମ୍ଭରେ ସବୁକିଛି ପ୍ରେରଣା ଦିଏ କିନ୍ତୁ ସମୟ ସହିତ କେବଳ ଅନୁଶାସନ ଏବଂ ଦୃଢ଼ତା ଆପଣଙ୍କୁ ଆଗକୁ ନେଇଥାଏ !!”*

“ପ୍ରତ୍ୟେକ ବିଷୟର ସର୍ବଦା ଦୁଇଟି ଦିଗ ଥାଏ, ଗୋଟିଏ ସକରାତ୍ମକ ଏବଂ ଅନ୍ୟଟି ନକାରାତ୍ମକ, ତେଣୁ ଆମେ ଯେତେବେଳେ ସଠିକ୍ ଭାବରେ ନିଷ୍ପତ୍ତି ନେଇପାରିବା ଯେତେବେଳେ ଆମେ ଉଭୟ ଦିଗକୁ ଭଲ ଭାବରେ ଦେଖିପାରିବା !!”
ଆପଣଙ୍କୁ ଭଲ ପାଉଥିବା ମଣିଷକୁ ଟିକେ ସମୟ ଦେବାକୁ ଚେଷ୍ଟା କରନ୍ତୁ….

କାହିଁକିନା

ସମସ୍ତେ ହାତୀ, ଘୋଡ଼ା ଖୋଜନ୍ତିନି, କିଛି ଲୋକ ଆପଣଙ୍କଠୁ ଟିକେ ସମୟ ଓ ଭଲ ପାଇବା ଚାହିଁଥାଆନ୍ତି….

ଅଦ୍ୟ ଜୁଲାଇ ମାସ ୨୬ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ରାତ୍ରି ଘ ୧୧/୪୪ ଗତେ ସପ୍ତମୀ
ନକ୍ଷତ୍ର- ଉତ୍ତର ଭାଦ୍ର ଦିବା ଘ୦୩/୨୦ ଗତେ ରେବତୀ
ଚନ୍ଦ୍ର- ମୀନ
ଯୋଗ- ଅତିଗଣ୍ଡ
କରଣ – ଗର
ସୌରମାସ- କର୍କଟ ୧୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୩୪
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୧/୪୪ ଗତେ ବାୟବ୍ୟେ
ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶି ର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୩୮ ଗତେ ଘ୧୧/୫୨ ମଧ୍ୟେ
ମୃତେ ରାତ୍ରି ଘ୧୧/୪୪ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ୦୭/୦୧ ମଧ୍ୟେ ଓ ୧୧୧/୩୬ଗତେ ଘ୦୨/୧୩ମଧ୍ୟେ ଓ ୦୩/୪୮ଗତେ ଘ୦୫/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୧୧/୦୭ ଗତେ ଘ୧୧/୫୫ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════✧
ବୃଷ
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•═════✧
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•═════✧
କର୍କଟ
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•═════✧
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•═════✧
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•═════✧
ତୁଳା
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•═════✧
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।*
✧═════•❁❀❁•═════✧
ଧନୁ
ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•═════✧
ମକର
ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•═════✧
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•═════✧
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking