22.1 C
Bhubaneswar
Friday, December 5, 2025
Homeଓଡିଶାଆଜିର ଅନୁଚିନ୍ତl

ଆଜିର ଅନୁଚିନ୍ତl

ଆପଣ ଜୀବନରେ ଯେତେ ତୀର୍ଥ ଜାଗାକୁ ଯାଇ ଯେତେ ଭକ୍ତିରେ ପୂଜା କରିଲେ ମଧ୍ୟ, ଆପଣଙ୍କର ଯଦି କର୍ମ ଓ ବ୍ୟବହାର ଭଲ ନ ଥାଏ, ତାହାଲେ ସେଗୁଡିକର କିଛି ବି ମହତ୍ତ୍ୱ ରହି ନ ଥାଏ ।।

ଗୋଟେ ଛୋଟ ପ୍ରଜାପତି ମଧ୍ୟ ଜାଣିନଥାଏ ତାର ଡେଣାଗୁଡିକର ରଙ୍ଗ କେତେ ସୁନ୍ଦର, ଲୋକମାନେହିଁ କହିଥାନ୍ତି ତାର ଡେଣାଗୁଡିକ କେତେ ସୁନ୍ଦର । ସେହିପରି ନିଜକୁ ମଧ୍ୟ ଏମିତି ଗଢ଼ନ୍ତୁ ଯେମିତି କି ଆପଣ ନିଜେ ତ ଜାଣିଥିବେ ହେଲେ ଲୋକେ କହିବେ ଯେ ଆପଣ କେତେ ସୁନ୍ଦର ।।

ସର୍ବଦା ମନେ ରଖନ୍ତୁ ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ଆମ ଜୀବନର ପ୍ରକୃତ ବନ୍ଧୁ, କାରଣ ଇତିହାସ ମଧ୍ୟ ସାକ୍ଷୀ ଅଛି ଯେ ଲୁଣରେ ଆଜି ପର୍ଯ୍ୟନ୍ତ କେବେହେଲେ ପୋକ ଲାଗିନାହିଁ ll
ବସୁଧୈବ କୁଟୁମ୍ବକମ୍ ର ଆଦର୍ଶକୁ ସାମନାରେ ରଖି ବିଶ୍ୱର ପୁନଃ ସଂରଚନା କରାଯାଉ । ପରପଣିଆ ଦୃଷ୍ଟିଗୋଚର ନ ହେଉ । ସମଗ୍ର ବିଶ୍ୱ ନିଜର ଘର- ପରିବାର ପ୍ରତୀତ ହେଉ ଏବଂ ଭାଷା, ଦେଶ, ଧର୍ମ ସଂସ୍କୃତ ଭଳି ଆଧାରଗୁଡିକୁ ପୃଥକତାବାଦୀ ପ୍ରବୃତ୍ତି ବିକଶିତ ହେବାରୁ ବିରତ କରାଯାଉ ।

ଯଦି ଅସଫଳ ହେଉଛନ୍ତି ତେବେ ରାସ୍ତା ବଦଳାଇ ଦିଅନ୍ତୁ ଲକ୍ଷ୍ୟ ନୁହେଁ….

ଗଛ ସବୁବେଳେ ପତ୍ର ଝାଡି ଥାଏ ହେଲେ ମୂଳ ତ ସେମିତି ଥାଏ….
ଖୁଚୁରା ପଇସାର ଶବ୍ଦ ସବୁବେଳେ ଅଧିକ ଶୁଭୁଥାଏ….
କିନ୍ତୁ
ଅଧିକ ଟଙ୍କା ନୋଟରେ କୌଣସି ଶବ୍ଦ ହୁଏ ନାହିଁ….

ସେଥିଲାଗି ସମସ୍ତଙ୍କୁ ନିଜର ମୂଲ୍ୟ ବୁଝାଇବାକୁ ହେଲେ, ଚୁପ୍ ରହିବା ଭଲ। ସମୟ ଆପଣଙ୍କ ମୂଲ୍ୟ ସଠିକ୍ ସମୟରେ ସମସ୍ତଙ୍କୁ ବୁଝେଇ ଦେବ….

ଅଦ୍ୟ ଅକ୍ଟୋବର ମାସ ୧୦ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ଚତୁର୍ଥୀ ରାତ୍ରି ଘ୦୭/୫୩ ଗତେ ପଞ୍ଚମୀ
ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୬/୨୨ ଗତେ ରୋହିଣୀ
ଚନ୍ଦ୍ର- ବୃଷ
ଯୋଗ- ଅଶ୍ରୁକ
କରଣ – ବବ
ସୌରମାସ- କନ୍ୟା ୨୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୫୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୦୫
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୦୭/୫୩ ଗତେ ଦକ୍ଷିଣେ
ବିଛା ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୨୭ ଗତେ ଘ ୧୧/୩୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ମଧ୍ୟେ ଓ ଘ୦୭/୧୮ ଗତେ ଘ୦୮/୨୬ ମଧ୍ୟେ ଓ ଘ୧୨/୦୫ ଗତେ ଘ୦୩/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
═════•❁❀❁•═════
ମେଷ
:ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════
ବୃଷ
ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════
ମିଥୁନ
ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════
କର୍କଟ
ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════
ସି˚ହ
ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════
କନ୍ୟା
ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════
ତୁଳା
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════
ବିଛା
ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
✧═════•❁❀❁•═════
ଧନୁ
ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════
ମକର
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
✧═════•❁❀❁•═════
ମୀନ
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking