ଭୁବନେଶ୍ୱର : ତାରା ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ । ତାରାଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଜୟ ଲଲ୍ଲୁ । ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦ ଜଣାଇଲେ । କିଛି ସମୟ ପରେ ଆଜି କଂଗ୍ରେସର ଗୁରୁତ୍ୱପୂଣ୍ଣ ବୈଠକ ବସିବ । ବିଧାନସଭାରୁ 7 ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ତାରା ବାହିନୀ ପତି ।