20.1 C
Bhubaneswar
Saturday, December 6, 2025
Homeଓଡିଶାଆଇଗିଣିଆ ଆଳୁ ଗଦିରେ  ରେଡ

ଆଇଗିଣିଆ ଆଳୁ ଗଦିରେ  ରେଡ

ଭୁବନେଶ୍ୱର: ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ରେଡ କରାଯାଇଛି । ଯୋଗାଣ ବିଭାଗ ପକ୍ଷରୁ ଆଳୁ ଗୋଦାମରେ ଚଢାଉ କରାଯାଇଛି । ଚଢା ଦରରେ ଆଶୁ ବିକ୍ରି ଅଭିଯୋଗରେ ରେଡ କରାଯାଇଛି । ପଶ୍ଚିମବଙ୍ଗ ଆଳୁ ଗାଡି ନଛାଡିବାରୁ ଆଳୁ ଦରରେ ସମସ୍ୟା ଦେଖାଦେଇଛି । ଉତ୍ତରପ୍ରଦେଶ ଓ ପଶ୍ଟିମବଙ୍ଗରୁ କିଛି ଆଳୁ ଟ୍ରକ ପହଞ୍ଚିବା ପରେ ବଜାରରେ ଆଳି ଦାମ ୪୫ ଟଙ୍କା କୁ ଖସିଛି । ରାଜ୍ୟରେ ଆଳୁ କେଜି ପିଛା ୪୫ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶାନାମା ଜାରି କରିଛି ଯୋଗାଣ ବିଭାଗ । ଚଢା ଦରରେ ବିକିଲେ ଦୋକାନୀକୁ  ନୋଟିସ ହେବ । ବଜାରରେ ସ୍ଥିତି ସ୍ୱାଭାବିକ ହୋଇନଥିବାବେଳେ  ସରକାରଙ୍କ ତାଗିଦ ଭିତରେ କିଭଳି  ଖାଉଟିଙ୍କୁ ମିଳିବ ଆଳୁ  ତାହାକୁ ନେଇ ଚିନ୍ତା ବଢିଛି ।  ୫୦ ଟଙ୍କାରେ ବିକ୍ରି ହେଉଥିବା ଶୁଣି ଗତକାଲି ଯୋଗାଣ ବିଭାଗ  ପକ୍ଷରୁ କଟକ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରେଡ ହୋଇଥିଲା । ଅସାଧୁ ବ୍ୟବସାୟଙ୍କୁ ସୋ କଜ ନୋଟିସ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking