28.1 C
Bhubaneswar
Monday, March 30, 2026
Homeଓଡିଶାପୂର୍ତ୍ତ ବିଭାଗ କାମରେ ଲାଗିବ ଏଆଇ: ପୂର୍ତ୍ତ ମନ୍ତ୍ରୀ

ପୂର୍ତ୍ତ ବିଭାଗ କାମରେ ଲାଗିବ ଏଆଇ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ କାଯ୍ୟରେ ଏଆଇ ଆଧାରିତ  ସଫ୍ଟୱେର ବ୍ୟବହାର ହେବ ।  ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ।  ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୁଣ୍ଣ ଏଆଇ  ଆଧାରିତ ହେବ ।   ଟେଣ୍ଡର ମ୍ୟାନେଜମେଣ୍ଟକୁ ଅନଲାଇନ କରିବ ପୂର୍ତ୍ତ ବିଭାଗ ।  ପୂର୍ୱରୁ ୨ ମାସ ଲାଗୁଥିଲା , ଏବେ ଗୋଟିଏ ସପ୍ତାହରେ ହେବ । ଅନଲାଇନ ଆପ୍ଲିକେସନ କରିବା ପାଇଁ  କାମ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking