28.1 C
Bhubaneswar
Friday, July 11, 2025
Homeଓଡିଶାଜେଏସଡବ୍ଲ୍ୟୁଏଲ ସହ ଚୁକ୍ତି ସ୍ୱାକ୍ଷର:  ସୃଷ୍ଟି ହେବ ନିଯୁକ୍ତି  

ଜେଏସଡବ୍ଲ୍ୟୁଏଲ ସହ ଚୁକ୍ତି ସ୍ୱାକ୍ଷର:  ସୃଷ୍ଟି ହେବ ନିଯୁକ୍ତି  

ଭୁବନେଶ୍ୱର: ଜେଏସଡବ୍ଲ୍ୟୁଏଲ ସହ ରାଜ୍ୟସରକାରଙ୍କ ଚୁକ୍ତି ସ୍ୱାକ୍ଷର ହୋଇଛି ।  ଚୁକ୍ତି ସ୍ୱାକ୍ଷର ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ୨୧୦୦ କୋଟି ଟଙ୍କାର ନିବେଶ କରିବ ଜେଏସଡବ୍ଲ୍ୟୁଏଲ ।  ଗୋପାଳପୁର ପୋର୍ଟ ଲିଃ. ଓହ ମଧ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୫ ହଜାର ନିଯୁକ୍ତି ସୃଷ୍ଟି ହେବ । ଜେଏସଡବ୍ଲ୍ୟୁଏଲ ଉତ୍କଳ ଷ୍ଟିଲ ଲିମିଟେଡ ଜଗତସିଂହପୁର ଜିଲ୍ଲାର ଜାଟାଧାର ମୁହାଁଣ ଠାରେ ନିଜସ୍ୱ  କେପଟିଭ ଜେଟି ତିଆରି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking