27.1 C
Bhubaneswar
Friday, March 27, 2026
Homeଓଡିଶାତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା , ଜଣେ ଶିଶୁ ମୃତ

ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା , ଜଣେ ଶିଶୁ ମୃତ

କଟକ: ଗତକାଲି ତ୍ରିଶା ହସ୍ପିଟାଲର ଅଗ୍ନିକାଣ୍ଡ ଘଟଣାରେ ଶିଶୁଭବନରେ ଜଣେ ୧୧ ଦିନର ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି।ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଂଚଳର ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁଭୁବନ ଅଧୀକ୍ଷକ । ତେବେ ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ ମିଡ଼ିକାଲରୁ ଅଣାଯାଇଥିଲା । ଶିଶୁଟିର ଶରୀରରେ ଅଗ୍ନିକାଣ୍ଡ କ୍ଷତ କିଛି ନଥିବା ସୂଚନା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking