17.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣି ଆସୁଛି ଏକ ଲଘୁଚାପ ଅଧିକ ଘନୀଭୂତ ହେବାର ରହିଛି ସମ୍ଭାବନା

ପୁଣି ଆସୁଛି ଏକ ଲଘୁଚାପ ଅଧିକ ଘନୀଭୂତ ହେବାର ରହିଛି ସମ୍ଭାବନା

ଭୁବନଶ୍ୱର: ୨୨ ତାରିଖ ସୁଧା ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା । କେନ୍ଦ୍ରୀୟ ବଙ୍ଗୋପ- ସାଗର ଅଂଚଳରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୪ ବେଳକୁ ଲଘୁଚାପ ଗଭୀର ଅବପାତ କିମ୍ବା ଛୋଟ ବାତ୍ୟା ମଧ୍ୟ ହୋଇପାରେ ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking