33.1 C
Bhubaneswar
Tuesday, March 31, 2026
Homeଓଡିଶା୧୦ ଘଣ୍ଟାର ରେଡ ପରେ ନିରଞ୍ଜନଙ୍କ ଘରୁ ବାହାରିଲା ଇଡି ଟିମ

୧୦ ଘଣ୍ଟାର ରେଡ ପରେ ନିରଞ୍ଜନଙ୍କ ଘରୁ ବାହାରିଲା ଇଡି ଟିମ

ଭୁବନେଶ୍ୱର : ନିରଞ୍ଜନ ଘରୁ ବାହାରିଲା ଇଡି ଟିମ । ନିରଞ୍ଜନ ଘରୁ ଗୁରୁତ୍ୱପୂର୍ଣ୍ ଦସ୍ତାବିଜ ଧରି   ଧରି ବାହାରିଲା ଟିମ । ଇଡି ରେଡ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ୧୦ ଘଣ୍ଟାର ରେଡ ପରେ ନୟାପଲ୍ଲୀ ଘରୁ ବାହାରିଲା ଇଡି ଟିମ । ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ ରେଡ୍ କରିଛି ତାହା ଜଣାପଡ଼ି ନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ସୂଚନା ରହିଛି। ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆଜି ସକାଳ ପ୍ରାୟ ୭ଟାରୁ ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ। ନିରଞ୍ଜନ ଘର ଚାରିପଟେ ସିଆପିଏଫ ‍ଫୋର୍ସ ମୃତୟନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking