29.1 C
Bhubaneswar
Saturday, September 28, 2024
Homeଖେଳଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆକୁ ହରାଇଛି । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ଅଷ୍ଟ୍ରେଲିଆକୁ ମାତ୍ର ୨୧ ରନରେ ହରାଇଲା ଆଫଗାନିସ୍ତାନ । ଏହି ମ୍ୟାଚରେ ଆଫଗାନିସ୍ତାନ ୬ଟି ବଲରେ ୧୪୮ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୨୭ ରନରେ ଅଲଆଉଟ କରି ବାଜି ମାରିଛି ।ଆଫଗାନିସ୍ତାନର ଟିମ ଆଇସିସି ଟି-୨୦ ବିଶ୍ୱକପରେ ଚତ୍ମକାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍କୁ ହରାଇଛି । ଟସ ହାରି ପ୍ରଥମେ ବ୍ୟାଟିଙ୍ଗ କରୁଥିବା ଆଫଗାନ ଟିମ ୨୦ ଓଭରରେ ୬ ୱିକେଟ କ୍ଷତି ସହ ୧୪୮ ରନ କରିଥିଲେ । ଏହି ସମୟରେ ଓପନର ଗୁରବାଜ ୪୯ ବଲର ସାମ୍ନା କରି ୬୦ ରନ କରିଥିଲେ । ସେ ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଇବ୍ରାହିମ ଜାଦରାନ ୫୧ ରନ ପରେ ଖେଳିଥିଲେ । ସେ ୪୮ ବଲର ସାମ୍ନା କରି ୬ଟି ଚୌକା ମାରିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ପାଇଁ ପାଟ କୁମ୍ମିନସ ୩ଟି ୱିକେଟ ନେଇଥିଲେ । ଆଦାମ ଜାମ୍ପା ୨ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking