କଟକ : ଏସସିବିରେ ଖୋଲା ଆକାଶ ତଳେ ରୋଗୀ ସମ୍ପର୍କୀୟ ଶୋଇବା ଘଟଣା । ହାଇକୋର୍ଟରେ ସତ୍ୟପାଠ ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସମସ୍ୟା ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶିଶୁ ଭବନରେ ନିର୍ମିତ ନୂଆ ଜି ସେଭେନ ବିଲ୍ଡିଂ ଶୀଘ୍ର କାଯ୍ୟକାରୀ ହେବ ।