31.1 C
Bhubaneswar
Sunday, May 11, 2025
Homeଦେଶ ବିଦେଶଏଏଫ୍‌ସି ମହିଳା ଏସିଆନ୍ କପ୍ କ୍ୱାଲିଫାୟର୍ସ; କ୍ୟାମ୍ପ୍ ପାଇଁ ୩୯ ଜଣିଆ ଭାରତୀୟ ଟିମ୍ ଘୋଷଣା

ଏଏଫ୍‌ସି ମହିଳା ଏସିଆନ୍ କପ୍ କ୍ୱାଲିଫାୟର୍ସ; କ୍ୟାମ୍ପ୍ ପାଇଁ ୩୯ ଜଣିଆ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଏଏଫ୍‌ସି ମହିଳା ଏସିଆନ୍ କପ୍ କ୍ୱାଲିଫାୟର୍ କ୍ୟାମ୍ପ୍ ପାଇଁ ମୁଖ୍ୟ କୋଚ୍ କ୍ରିସ୍‌ପିନ୍ ଛେତ୍ରୀ ଶନିବାର ୩୯ ଜଣିଆ ସମ୍ବାବ୍ୟ ଭାରତୀୟ ସିନିୟର୍ ଟିମ୍ ଘୋଷଣା କରିଛନ୍ତି। ଭାରତୀୟ ଟିମ୍ ଥାଇଲାଣ୍ଡର ଚିଆଙ୍ଗ ମାଇରେ ଜୁନ୍ ୨୩ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କ୍ୱାଲିଫାୟର୍ସରେ ଖେଳିବ। ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତ ଗ୍ରୁପ୍‌-ବି’ରେ ଆୟୋଜକ ଥାଇଲାଣ୍ଡ, ମଙ୍ଗୋଲିଆ, ତିମୋର ଲେଷ୍ଟ୍ ଏବଂ ଇରାକ୍ ସହ ସ୍ଥାନ ପାଇଛି। ସିନିୟର୍ ମହିଳା ଟିମ୍ କ୍ୟାମ୍ପ୍ ବେଙ୍ଗାଲୁରୁର ପାଦୁକୋନ୍‌-ଦ୍ରାବିଡ୍ ସେଣ୍ଟର୍ ଫର୍ ସ୍ପୋର୍ଟ୍ସ ଏକ୍ସେଲେନ୍ସରେ ମେ ୧ ତାରିଖରୁ ଆରମ୍ଭ ହେବ। ସମ୍ଭାବ୍ୟ ଟିମ୍‌ରେ ଚାରିଜଣ ଗୋଲ୍‌କିପର୍‌ଙ୍କ ବ୍ୟତୀତ ୧୧ ଡିଫେଣ୍ଡର୍‌, ୧୧ ମିଡ୍‌ଫିଲ୍ଡର୍ ଓ ୧୩ ଫର୍‌ୱାର୍ଡ ଖେଳାଳିଙ୍କୁ ସାମିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking