27.1 C
Bhubaneswar
Saturday, July 5, 2025
Homeଓଡିଶାସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଆଡପ ପହଣ୍ଡି: ଅରବିନ୍ଦ

ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଆଡପ ପହଣ୍ଡି: ଅରବିନ୍ଦ

ପୁରୀ: ପୁରୀ ଅଘଟଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢୀ ଦୁଃଖ ପ୍ରକାଶ କରିଛନ୍ତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଆଡପ ମଣ୍ଡପ ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ଚାଲିଛି । ଆଡପ ପହଣ୍ଡି ବିଜେ ନୀତି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ । ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଦ୍ୱିତୀୟ ଦିନରେ ଚାଲିଛି । ବିଶେଷଜ୍ଞ ଦଳର ୧୩ ଜଣିଆ କମିଟି ସହ ଆଲୋଚନା କରିଛି । ନୀଳାଦ୍ର ବିଜେ ପୂର୍ବରୁ ମରାମତି କାର୍ଯ୍ୟ ସମ୍ପନ୍ନ ହେବା ଉପରେ ଗୁରୁତ୍ୱ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking