20.1 C
Bhubaneswar
Monday, December 22, 2025
Homeଓଡିଶାସହିଦ ଯବାନଙ୍କ ପ୍ରତି ପ୍ରଶାସନ ସ୍ଥାନୀୟ ଜନସାଧାରଣଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସହିଦ ଯବାନଙ୍କ ପ୍ରତି ପ୍ରଶାସନ ସ୍ଥାନୀୟ ଜନସାଧାରଣଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଯାଜପୁର: ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ବାରୁଣ୍ଡାଇ ଗ୍ରାମ ପଞ୍ଚାତର ବାଙ୍ଗର କୋଟ ଗ୍ରାମ ର ବୀର ଜବାନ ପ୍ରଶାନ୍ତ କୁମାର ବିଶ୍ବାଳ ଝାର ଖଣ୍ଡ ଗ୍ରାମ ରାଜ୍ୟ ର ନରଣ ପୁର ଠାରେ ନକ୍ସଲ ଆକ୍ରମଣ ରେ ସହିଦ ହୋଇଥିଲେ ସେ 20ବର୍ଷ ତଳେ ଦେଶ ମାତୃକା ପାଇଁ ଜୀବନ ଦେଇ ଥିଲେ l ସେ ମହାନ ଆତ୍ମା ର ସହିଦ ଙ୍କ ପାଇଁ ଅଜି ଜିଲ୍ଲା ପ୍ରଶାସନ ଓ ଜନ ସାଧାରଣ ମାନେ ସହିଦ୍ ଗ୍ରାମ ରେ ଥିବା ତାଙ୍କ ଷ୍ଟେଚୁ ର ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଳ ଅପର୍ଣ କାର ଯାଇ ଏକ ସ୍ମୃତି ସଭା ଆୟୋଜନ କରା ଯାଇ ଥିଲା ସହିଦ୍ ଙ୍କ ସମ୍ମାନ ଜଣାଇ ବା ପାଇଁ ଏକ ଶୋଭଯାତ୍ରାରେ ଶହ ଶହ ଲୋକ ପ୍ରଶାନ୍ତ ବିଶ୍ବାଳ ଅମର ରହେ ଭାରତ ମାତା ଜୟ ଧ୍ଵନି ରେ ସଭା ସ୍ଥଳ ଆସି ଫୁଲ ମାଳ ଅର୍ପଣ କରି ଥିଲା ଏହି ସର୍ଦ୍ଧାଞ୍ଜଳି ସଭା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ କୋରେଇ ବ୍ଲକ ବିଡ଼ିଓ ଅବନୀ କାନ୍ତ ସାହୁ କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ବିଭନ୍ନ ରାଜନୀତି ଦଳ ର ନେତ୍ରୁ ବୃନ୍ଦ ଯୋଗ ଦେଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking