30.1 C
Bhubaneswar
Tuesday, February 3, 2026
Homeଓଡିଶାଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷୟକ୍ଷତି ଦିଆଯିବ: ମନ୍ତ୍ରୀ

ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷୟକ୍ଷତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷୟକ୍ଷତି ଦିଆଯିବ । ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ହେବ ଆକଳନ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କଲି ବର୍ଷା ଲାଗି ରହିଥିବାରୁ କ୍ଷୟକ୍ଷତି ଆକଳନ ହୋଇପାରିନି । ମନ୍ତ୍ରୀ ବିଭୁତି ଜେନା ଅଞ୍ଚଳ ଗସ୍ତ କରି ଦେଖୁଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ତଦାରଖ ଦାଇତ୍ୱ ଦିଆଯାଇଛି । ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ କ୍ଷୟକ୍ଷତି ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking